Category: ବହୁଜନ ସଂସ୍କୃତି
Ambedkar Jayanti: worth to celebrate the greatest festival for Dalit Bahujan
On this day a child was born in an untouchable family. India is known for its cultural diversity but why a certain section of people…
ଶ୍ରମଣ ସଂସ୍କୃତି ଓ ସମତାମୂଳକ ଭାରତୀୟ ସମାଜ ଗଠନରେ ଗୁରୁ ରବିଦାସଙ୍କ ଅତୁଳନୀୟ ଅବଦାନ
ଆମ ପବିତ୍ର ଦେଶ ଜମ୍ବୁଦ୍ୱୀପ-ଭାରତବର୍ଷ ହେଉଛି ସାମାଜିକ ନ୍ୟାୟ, ପ୍ରକୃତିବାଦୀ ଉପାସନା ମାନବତାବାଦୀ ଦର୍ଶନ ଓ ପ୍ରଜ୍ଞା କୁସୁମରେ ପ୍ରସ୍ଫୁଟିତ ମହାଶ୍ରମଣ ବିଶ୍ୱଗୁରୁ ବୁଦ୍ଧ, ବୋଧିସତ୍ତ୍ୱ ତଥା ଅନେକ ସାଧୁ ସନ୍ଥ ଶ୍ରମଣମାନଙ୍କର ତପୋବନ…
Nuakhai and Buddhism
Buddhism, the religion propound by Buddha has a significant aspect in the history and culture of Dakshina Kosala. Roughly comprising the upper Mahanadi valley in…
ତଥାଗତ ବୁଦ୍ଧ ଶରଣ
କ୍ରାନ୍ତିର ପ୍ରତୀକ, ଏସିଆ ଆଲୋକମହାନ ଦାର୍ଶନିକ, ସମାାଜ ସଂସ୍କାରକତଥାଗତ ବୁଦ୍ଧ ଶରଣ ।ଛାଡ଼ି ରାଜଭୋଗ, ପୁତ୍ରପତ୍ନି ସୁଖଜଗତର ହିତେ ଆଚରି ବୈରାଗ୍ଯକରିଲ କଠୋର ସାଧନ ।। ଜଗତର ଦେଖି ଦୁଃଖଖୋଜିଲ ତାହାର କାରଣତା ସହିତ…
ବୁଦ୍ଧ ପୂର୍ଣ୍ଣିମା ଓ ଭୀମ ଭୋଇ ଜୟନ୍ତୀରେ ନିଜ ଲେଖା ପଠାନ୍ତୁ
ମଇ ସାତ ତାରିଖରେ ବୁଦ୍ଧ ଜୟନ୍ତୀ ଓ ଭୀମ ଭୋଇ ଜୟନ୍ତୀ, ଏହି ପରିପ୍ରେକ୍ଷୀରେ ଆସ ସେହି ଇତିହାସର ଫର୍ଦ୍ଦ ରେ ହଜିଯାଇଥିବା ଇତିହାସ, ମନ୍ଦିରର ଗାତରେ ଖସି ଯାଇଥିବା ବୌଦ୍ଧ ପରମ୍ପରାକୁ ପୁଣି ଥରେ ଖୋଜିବାର ପ୍ରୟାସ କରିବା। ଏବଂ ମହିମା ଧର୍ମ ରେ ଯେଉଁ ବୋୖଦ୍ଧ ଧମ୍ମ ର ଦର୍ଶନ ରହିଯାଇଛି ତାକୁ ବୁଝିବାକୁ ଚେଷ୍ଟା କରିବା। ଯଦି ଆପଣ ବହୁଜନ ଇତିହାସ ତଥା ସଂସ୍କୃତିରେ ରୁଚି ରଖନ୍ତି ତାହେଲେ ନିଜ ଲେଖା ନିଶ୍ଚୟ ପଠାନ୍ତୁ ।