Posted in ବହୁଜନ ଇତିହାସ ବହୁଜନ ରାଜନୀତି ବହୁଜନ ସଂସ୍କୃତି

ଶୁଦ୍ର ଚେତନା ଏବଂ ଲୋକତାନ୍ତ୍ରିକ ଭାରତର ଭବିଷ୍ୟତ !

ବର୍ତମାନ ଦେଶର ବିଭିନ୍ନ ଶୁଦ୍ର ରାଜନୀତିକୁ ଦେଖି ଲେଖକମାନେ ସମାଲୋଚନା କରିଛନ୍ତି, ଦୁଇଟି ମୁଖ୍ୟ କାରଣରୁ। ପ୍ରଥମତଃ ସେମାନଙ୍କ ରାଜନୀତି ଗୋଟିଏ ରାଜ୍ୟରେ ସୀମିତ, ଯଦ୍ଦ୍ଵାରା ଶୁଦ୍ର ତଥା ଅତିଶୁଦ୍ର ସମାଜର ସମସ୍ୟା ସମାଧାନ ହୋଇପାରିନାହିଁ। ଉଦାହରଣ ସ୍ୱରୂପ ଉତ୍ତର ପ୍ରଦେଶର ମୁଲାୟମ ସିଂ ଯାଦବଙ୍କ ପାର୍ଟି ସପା, ବିହାର ରେ ଲାଲୁ ପ୍ରଶାଦଙ୍କ ପାର୍ଟି ଏବଂ ଅନେକ ଦକ୍ଷିଣ ଭାରତରେ ଉପସ୍ଥିତ ଥିବା ଶୁଦ୍ର ପାର୍ଟି। ସେଥିପାଇଁ ଯେଉଁ ଦିନ ପର୍ଯ୍ୟନ୍ତ ଏହି ଶୁଦ୍ର ପାର୍ଟି ରାଷ୍ଟ୍ରୀୟ ସ୍ତରର ଚିନ୍ତନ ଏବଂ ରାଜନୀତି କରିବେ ନାହିଁ, ସେତେଦିନ ପର୍ଯ୍ୟନ୍ତ ଶୁଦ୍ର ସମାଜର ସାମାଜିକ, ଆର୍ଥିକ, ଏବଂ ଆଧ୍ୟାତ୍ମିକ ମୁକ୍ତି ଗୋଟେ ଦିବା ସ୍ବପ୍ନ ହେଇକି ରହିଯିବ। ଲେଖକଙ୍କ ଅନୁସାରେ ଏହା କେବଳ ସମ୍ଭବ ଯେତେବେଲେ ଶୁଦ୍ର ସମାଜ ଉଚ୍ଚ ଶିକ୍ଷା ଏବଂ ଇଂରାଜି ଶିକ୍ଷାରେ ନିପୁଣତା ହାସଲ କରିବ। ଇଂରାଜୀ ଭାଷା ବିଶ୍ୱ ବିଖ୍ୟାତ , ଏହି ଭାଷା ସାହାଯ୍ୟରେ ବିଶ୍ୱ ଦରବାରରେ ଚିନ୍ତା ଏବଂ ଚେତନାକୁ ପରିପ୍ରକଶ କରିପାରିବ।

Continue Reading... ଶୁଦ୍ର ଚେତନା ଏବଂ ଲୋକତାନ୍ତ୍ରିକ ଭାରତର ଭବିଷ୍ୟତ !
Posted in କବିତା ବହୁଜନ କ୍ରାନ୍ତିକାରୀ

ଶବ୍ଦର ଊର୍ଦ୍ଧରେ ତମେ ଜ୍ୟୋତିବା

କ୍ରାନ୍ତିଜ୍ୟୋତି ତମେ ଜ୍ୟୋତିବାରାଓଶବ୍ଦରେ ନାହିଁ ତୁମପରି ବୀରଶବ୍ଦରେ ନାହିଁ ତୁମପରି ଜ୍ଞାନୀଶବ୍ଦରେ ନାହିଁ ତୁମପରି କ୍ରାନ୍ତିକାରୀତୁମକୁ ପାଇ ମୁଁ କେତେ ଯେ ଆନନ୍ଦିତଶବ୍ଦରେ ହୁଏତ ବିସ୍ତାର କରି ପାରିବିନି । ବ୍ରାହ୍ମଣବାଦୀ, ପୁରୁଷବାଦ ସମାଜେଅସମ୍ଭବ…

Continue Reading... ଶବ୍ଦର ଊର୍ଦ୍ଧରେ ତମେ ଜ୍ୟୋତିବା
Posted in ବହୁଜନ ଇତିହାସ ବହୁଜନ ସଂସ୍କୃତି

ଶ୍ରମଣ ସଂସ୍କୃତି ଓ ସମତାମୂଳକ ଭାରତୀୟ ସମାଜ ଗଠନରେ ଗୁରୁ ରବିଦାସଙ୍କ ଅତୁଳନୀୟ ଅବଦାନ

ଆମ ପବିତ୍ର ଦେଶ ଜମ୍ବୁଦ୍ୱୀପ-ଭାରତବର୍ଷ ହେଉଛି ସାମାଜିକ ନ୍ୟାୟ, ପ୍ରକୃତିବାଦୀ ଉପାସନା ମାନବତାବାଦୀ ଦର୍ଶନ ଓ ପ୍ରଜ୍ଞା କୁସୁମରେ ପ୍ରସ୍ଫୁଟିତ ମହାଶ୍ରମଣ ବିଶ୍ୱଗୁରୁ ବୁଦ୍ଧ, ବୋଧିସତ୍ତ୍ୱ ତଥା ଅନେକ ସାଧୁ ସନ୍ଥ ଶ୍ରମଣମାନଙ୍କର ତପୋବନ…

Continue Reading... ଶ୍ରମଣ ସଂସ୍କୃତି ଓ ସମତାମୂଳକ ଭାରତୀୟ ସମାଜ ଗଠନରେ ଗୁରୁ ରବିଦାସଙ୍କ ଅତୁଳନୀୟ ଅବଦାନ
Posted in ବହୁଜନ ଇତିହାସ ବହୁଜନ କ୍ରାନ୍ତିକାରୀ

ଅଧ୍ୟାୟ ୩ : କୋୟା ମେଳିର ବୀରାଙ୍ଗନା ବାଙ୍ଗର ଦେବୀ ଓ ସର୍ଦ୍ଦାର ଟମ୍ ଦୋରା

ଓଡିଶାର ଇତିହାସକୁ ଗଭୀର ଅଧ୍ୟୟନ କଲେ ଜାଣିହୁଏ ଯେ, ମୁକ୍ତି ସଂଗ୍ରାମର ପ୍ରଥମ ବୈପ୍ଲବିକ ସ୍ୱର ଶୁଭିଥିଲା ବଣ ପାହାଡ ଭିତରୁ । ସେହି ମୁକ୍ତି ସଂଗ୍ରାମର ମୁଖ୍ୟ ନାୟିକା ଓ ନାୟକ ଥିଲେ…

Continue Reading... ଅଧ୍ୟାୟ ୩ : କୋୟା ମେଳିର ବୀରାଙ୍ଗନା ବାଙ୍ଗର ଦେବୀ ଓ ସର୍ଦ୍ଦାର ଟମ୍ ଦୋରା
Posted in ବହୁଜନ ଇତିହାସ ବହୁଜନ କ୍ରାନ୍ତିକାରୀ

ଅଧ୍ୟାୟ ୨ : ଭୂୟାଁ ମେଳିର ସର୍ଦ୍ଦାର ରତନା ନାୟକ ଓ ମାଦ୍ରି କାଲୋ

ଉନବିଂଶ ଶତାବ୍ଦୀରେ ବିଦେଶୀ ଆର୍ଯ୍ୟ ଓ ଇଂରେଜମାନଙ୍କ ମିଳିତ ସାମ୍ରାଜ୍ୟବାଦୀ ଅତ୍ୟାଚାରୀ ଶାସନ ବିରୁଦ୍ଧରେ ସମଗ୍ର ଓଡିଶାର ମୂଳନିବାସୀ ଆଦିବାସୀମାନେ ମେଳି କରି ସଶସ୍ତ୍ର ସଂଗ୍ରାମ ଚଳାଇଥିଲେ । ଘୁମୁସର-କନ୍ଧମାଳ -କଳାହାଣ୍ଡି ଅଞ୍ଚଳର କନ୍ଧମେଳି…

Continue Reading... ଅଧ୍ୟାୟ ୨ : ଭୂୟାଁ ମେଳିର ସର୍ଦ୍ଦାର ରତନା ନାୟକ ଓ ମାଦ୍ରି କାଲୋ