Category: ବହୁଜନ କ୍ରାନ୍ତିକାରୀ
ଶବ୍ଦର ଊର୍ଦ୍ଧରେ ତମେ ଜ୍ୟୋତିବା
କ୍ରାନ୍ତିଜ୍ୟୋତି ତମେ ଜ୍ୟୋତିବାରାଓଶବ୍ଦରେ ନାହିଁ ତୁମପରି ବୀରଶବ୍ଦରେ ନାହିଁ ତୁମପରି ଜ୍ଞାନୀଶବ୍ଦରେ ନାହିଁ ତୁମପରି କ୍ରାନ୍ତିକାରୀତୁମକୁ ପାଇ ମୁଁ କେତେ ଯେ ଆନନ୍ଦିତଶବ୍ଦରେ ହୁଏତ ବିସ୍ତାର କରି ପାରିବିନି । ବ୍ରାହ୍ମଣବାଦୀ, ପୁରୁଷବାଦ ସମାଜେଅସମ୍ଭବ…
ଅଧ୍ୟାୟ ୩ : କୋୟା ମେଳିର ବୀରାଙ୍ଗନା ବାଙ୍ଗର ଦେବୀ ଓ ସର୍ଦ୍ଦାର ଟମ୍ ଦୋରା
ଓଡିଶାର ଇତିହାସକୁ ଗଭୀର ଅଧ୍ୟୟନ କଲେ ଜାଣିହୁଏ ଯେ, ମୁକ୍ତି ସଂଗ୍ରାମର ପ୍ରଥମ ବୈପ୍ଲବିକ ସ୍ୱର ଶୁଭିଥିଲା ବଣ ପାହାଡ ଭିତରୁ । ସେହି ମୁକ୍ତି ସଂଗ୍ରାମର ମୁଖ୍ୟ ନାୟିକା ଓ ନାୟକ ଥିଲେ…
ଅଧ୍ୟାୟ ୨ : ଭୂୟାଁ ମେଳିର ସର୍ଦ୍ଦାର ରତନା ନାୟକ ଓ ମାଦ୍ରି କାଲୋ
ଉନବିଂଶ ଶତାବ୍ଦୀରେ ବିଦେଶୀ ଆର୍ଯ୍ୟ ଓ ଇଂରେଜମାନଙ୍କ ମିଳିତ ସାମ୍ରାଜ୍ୟବାଦୀ ଅତ୍ୟାଚାରୀ ଶାସନ ବିରୁଦ୍ଧରେ ସମଗ୍ର ଓଡିଶାର ମୂଳନିବାସୀ ଆଦିବାସୀମାନେ ମେଳି କରି ସଶସ୍ତ୍ର ସଂଗ୍ରାମ ଚଳାଇଥିଲେ । ଘୁମୁସର-କନ୍ଧମାଳ -କଳାହାଣ୍ଡି ଅଞ୍ଚଳର କନ୍ଧମେଳି…
ଅଧ୍ୟାୟ ୧ : କନ୍ଧମେଳିର ସର୍ଦ୍ଦାର ଚକରା ବିଷୋୟୀ ଓ ରେଣ୍ଡୋ ମାଝୀ
ବିଶ୍ୱର କୋଣ ଅନୁକୋଣରେ ବିଦ୍ରୋହର ଇତିହାସକୁ ଅନୁଧ୍ୟାନ କଲେ ଜଣାପଡେ ଯେ କାଳେ କାଳେ ଶୋଷକ ଓ ଶୋଷିତ ମଧ୍ୟରେ ଘଟିଛି ରକ୍ତାକ୍ତ ମହାସଂଗ୍ରାମ ଓ ସାଂସ୍କୃତିକ ଦ୍ୱନ୍ଦ । ଶୋଷକ ଶ୍ରେଣୀରେ ରାଜା,…