Category: ବହୁଜନ ଇତିହାସ
ସାବିତ୍ରୀବାଇ ଫୁଲେଙ୍କ ସଂଘର୍ଷ ଏବଂ ଦର୍ଶନ୍
ଯଦି ଆମେ ନିଜେ ଅମ୍ବଦକର୍-ବାଦୀ ବିଚାର୍ ଧାରା ରେ ବନ୍ଚୁଛୁ, ସାବିତ୍ରୀବାଇ ଫୁଲେ ଆଉ ଜୋତିବା ଫୁଲେ କେ ନିଜର୍ ଆଦର୍ଶ ମାନୂଛୁ ଆଉ ତାକର୍ ବିଚାର୍-ଧାରା କେ ସଠିକ୍ ହିସାବେ ମାନୂଛୁ, ତ, ଆମେ କାଏଁହେଲାଜେ ବୁଝି ନାଈ ପାର୍ବାର୍ କି ସେମାନେ କାଣା ଚାହୁଥିଲେ ? ଆମେ ଖାଲି କାର୍ଯ୍ୟକ୍ରମ କରସୁ, ମହିଳାଙ୍କ ପ୍ରତି ଭେଦ୍-ଭାବ୍, ଅତ୍ୟାଚାର୍, ଲିଙ୍ଗଗତ୍ ଭେଦ୍-ଭାବ୍, ପୁରୁଷ୍ ବାଦ୍ ବିରୁଦ୍ଧ୍ ରେ, ମହିଳା ସଶକ୍ତିକରଣ ଉପରେ ବଡ୍-ବଡ୍ ଭାଷଣ୍ ଦେସୁ କିନ୍ତୁ ଈସବୁ ଜିନିଷ୍ ମାନ୍କୁ ଆମେ ଆମର୍ ଘର୍ ମାନ୍କର୍ ଠାନେ କେତେ ହିସାବ୍ ରେ ବେଭାର୍ କରିପାରୁଛୁ ? ଆମର୍ ବହେନ୍, ମା, ଝି ମାନେ ଆଗ୍କେ ଯାଈନାଈ ପାରବାର , ପଢ଼ି ନାଈ ପାର୍ବାର୍, ଈ ବିଷୟ କେ ଆମେ କେତେ ହିସାବ୍ ରେ ଚର୍ଚ୍ଚା କର୍ସୁ ? କେତେ ଆବାଜ୍ ଉଠାସୁ ? ମହିଳା ମାନ୍କର ସଙ୍ଗେ ଜେନ୍ ସବୁ ଅତ୍ୟାଚାର୍ ହେସୀ ଯେନ୍ତାକି:- ହିଂସା, ବଳାତ୍କାର, ନିର୍ଯ୍ୟାତନା, ଜବର୍ଦସ୍ତି ବାହା କରେଇ ଦେବାର୍ ଟା, ଇ ଉପରେ ଆମେ କେତେ ପ୍ରଶ୍ନ କରସୁଂ ? ଆମେ ଯେନ୍ ଜାତିର୍ ବିନାସ୍ ର କଥା କହୁଛୁ କିଂବା ଗୁଟେ ସମତା ମୁଲକ୍ ସମାଜ୍ ର ପରିକଳ୍ପନା କରୁଛୁ ସେ ସମାଜ୍ କେଭେ ବି ତିଆରି ନେଇ ହୀ ପାରେ ଯେତେଦିନ୍ ତକ୍ ଆମର୍ ଘର୍ ମାନକେ ମାହଜି, ଟୁକିଲ୍ ମେନକର୍ ସଂଗେ ସମାନ ବ୍ୟବହାର ଓ ଅଧିକାର୍ ନେଇ ମିଲ୍ବା । ଯଦି ଆମର୍ ଘର୍ ମାନକେ ଆରୁ ସମାଜ୍ ରେ ପୁରୁଷବାଦ୍ ର ଭୟାବହତା ଅଛେ ତାହେଲେ, ନିଶ୍ଚିତ୍ ହିସାବେ ଆମର୍ ନିଜର୍ ଘର୍ ମାନକେ ପ୍ରଶ୍ନ କର୍ବାଟା ବହୁତ୍ ଜରୁରୀ ଆଏ । ତେଭେଜାଏ ଆମେ ଗୁଟେ ସମାଜ୍ ଗଠନ୍ କରି ପର୍ମା ଜେନ ଜାତି, ଲିଂଗ, ଧରମ୍, ବର୍ଗ, ତଥା କ୍ଷେତ୍ର ନା ରେ ଅତ୍ୟାଚାର୍ ନେଇ ରହେ ଆଉ ସଭେ ସମାନ୍ ହୀ ଥିମା, ଜେନ୍ଟାକି ଆମର୍ ଆଦର୍ଶ ମାନେ ସପ୍ନା ଦେଖିକରି ଯାଈଛନ୍।
ସିଦ୍ଧାର୍ଥ୍ ଗୌତମ୍ ଠାନୁ ତଥାଗତ୍ ବୁଦ୍ଧ ତକ୍
ହିନ୍ଦୁ ଧର୍ମେ ଥିଲା କଠୋର୍ ନିୟମ
ଅନ୍ଧବିଶ୍ୱାସ ଥିଲା ଭରି ,
ମୂର୍ତ୍ତି,ଜାତିପ୍ରଥା ପୂଜା ଵିଧି ବଲି
ବୁଦ୍ଧ ଥିଲେ ବିରୋଧ କରି ।।
ଶ୍ରମଣ ସଂସ୍କୃତିର ଦୁଇ ସଂଘନାୟକ ତଥାଗତ ବୁଦ୍ଧ ଓ ବୋଧିସତ୍ବ ଭୀମଭୋଇ
ମହିମାଧର୍ମ ଏବଂ ବୌଦ୍ଧଧମ୍ମ ଏକ ଓ ଅଭିନ୍ନ ଅଟେ । ଏଥିରେ ଦ୍ବିମତ କିଛି ନାହିଁ । ବୁଦ୍ଧଙ୍କର ମୌଳିକ ଶିକ୍ଷା, ପଞ୍ଚଶୀଳ ମହିମା ଧର୍ମରେ ସ୍ପଷ୍ଟ ପରିଲକ୍ଷିତ ହୁଏ । ପ୍ରଣୀ ହିଂସା ନ କରିବା, ଚୋରି ନ କରିବା, ବ୍ୟଭିଚାର ନ କରିଦା, ମିଛ ନ କହିବା ଓ ନିଶାଦ୍ରବ୍ୟ ସେବନ ନ କରିବା ପାଇଁ ଭୀମଭୋଇ ସମସ୍ତ ଉପଦେଶ ଦେଇଛନ୍ତି । ବୌଦ୍ଧ ଧମ୍ମର ତ୍ରିଶ୍ରଣ ପରି ମହିମାଧର୍ମୀମାନେ ଅଲେଖ ଶରଣ କରନ୍ତି । ଉଭୟ ଧର୍ମରେ ସୂର୍ଯ୍ୟ ଆଲୋକ ଶକ୍ତିର ଆଧାର ଓ ଜଗତକୁ ଅବାରମୁକ୍ତ କରୁଥିବାରୁ ସୂର୍ଯ୍ୟଙ୍କୁ ନମସ୍କାର କରିବାର ନିୟମ ଅଛି । ବୌଦ୍ଧ ଧମ୍ମରେ ଥିବା ବୁଦ୍ଧ ବିହାର, ସ୍ତୁପ ଓ ଭିକ୍ଷୁ ଭଳି ମହିମା ଧର୍ମରେ ରହିଛି ମହିମାମଠ, ମହିମାଟୁଙ୍ଗୀ ଓ ମହିମା ସନ୍ନ୍ୟାସୀ । ଉଭୟ ଧର୍ମରେ ନାରୀ ଓ ଗୃହସ୍ଥ୍ୟମାନଙ୍କୁ ବ୍ରହ୍ମଜ୍ଞାନ ( ନିର୍ବାଣ) ପ୍ରାପ୍ତ କରିବା ପାଇଁ କୌଣସି ବାଧାବିଘ୍ନ ନାହିଁ । ସମୟକ୍ରମେ ଗୌତମବୁଦ୍ଧଙ୍କ ନୀତିକୁ ତାଙ୍କ ଶିଷ୍ୟମାନେ ବିଭିନ୍ନ ରାଜ୍ୟରେ, ବିଭିନ୍ନ ଦେଶରେ ନିଜସ୍ବ ଢ଼ଙ୍ଗରେ ପ୍ରଚାରିତ ଓ ପ୍ରସାରିତ କରିଥିଲେ । ଠିକ ସେହିଭଳି ମହିମା ସ୍ବାମୀଙ୍କ ଶିଷ୍ୟମାନେ ମଧ୍ୟ ମହିମା ଧର୍ମର ପ୍ରଚାର କରିଥାନ୍ତି ।
Unknown Facts of Revolutionary Bhima Bhoi
Bhima Bhoi was the first one in modern Odisha history , who advocated the emancipation of women , and when other fellow baba/sanyasi of Joranda Gadi rejects the presence of women in the temple, Bhima Bhoi challenged this and left Joranda for ever and opened his Aashram /Mathas for women at Khaliapali ,Sonepur.
ବିଶ୍ୱ ଶାନ୍ତି ଦୂତ
” ନମୋ ବୁଦ୍ଧାୟ “ବିଶ୍ବ ଶାନ୍ତି ଦୂତ ଆହେକରୁନା ସାଗରତଥାଗତ୍ ଗୌତମ ବୁଦ୍ଧପାଦରେ ଜୁହାରଧଏନ୍ ତମର୍ ଜନମ୍ ଭୁଇଁଧଏନ୍ ମାତା ପିତାସମତା କରୁନା ପ୍ରଚାରକସତ୍ ଗିଆନ୍ ଦାତାଅସତର୍ ହାଁଟରେ ତମେଉଡ଼ାଲ ସତର୍ ବାନାତମେ ଏକା…