Category: କବିତା
Posted in କବିତା
ମୁଁ ଲେଖିବାକୁ ଚାହେଁ !
ମୁଁ ଲେଖିବାକୁ ଚାହେଁମୋ କବିତା କାନ୍ଧରେମୁଣ୍ଡ ରଖି କାନ୍ଦିପାରୁଥିବାସମାଜ ରଶୋଷିତ, ନିଷ୍ପେସିତନିରୀହ, ବିରହଶ୍ରମିକ, କୃଷକ, ପ୍ରେମିକଅଛୁଆଁ, ଅଲୋଡ଼ା ଓନିର୍ଯାତିତ ନାରୀ ମନରଅକୁହା ଅଶୁଣା କଥା…ମୁଁ ଲେଖିବାକୁ ଚାହେଁମୋ କବିତା ପ୍ରାଣରେଜୀବନ୍ତ ହୋଇ କହିପାରୁଥିବାନଦୀ, ନାଳନିର୍ଝର,…
Posted in କବିତା
ସାବିତ୍ରୀ ମାଁ ର ଯୋଗଦାନ
ତୋର ଯୋଗଦାନ ପାଇଁ ମାଁ,
ହୋଇଛି ମୁ ଆଜାଦ
ତୋର ଯୋଗଦାନ ପାଇଁ ମାଁ,
ପୁରୁଷବାଦୀ ସମାଜକୁ ମୋ ଜବାବ ।।
Posted in କବିତା
ମୁଁ ଦିନ ମଜୁରିଆ
ମୁଁ ଦିନ ମଜୁରିଆଚାଳ ମାଟି ଘରେ ଜନମ ହୋଇବଢିଛି ମୁଁ ବାସି ପଖାଳ ଖାଇ | ନାହିଁ ମୋର ଅଧିକ ଆଶାନା ବସିରହେ ମୁଁ ମୁଠାଏ ଦାନା ପାଇଁଅନ୍ୟଉପରେ କରି ଭରଷା | ହେଲେ…
Posted in କବିତା
ପୀଡିତା କୁହେ !
ପୀଡିତା କୁହେ ସୁନ୍-ସାନ୍ ଥିଲା ବାଟରେ,ଯାଉଥିଲି ମୁଁ ପୋଖରୀ ତୁଠକୁ ପାହାନ୍ତିଆ ସମୟରେଭାବିନଥିଲି ଜୀବନ ହାରିବି ଅକାଳରେ || କିଏ ଜାଣେକାହାର ଥିଲେ ସେମାନେ ପୁଅ, ସ୍ୱାମୀ କି ଭାଇହଠାତ ଆସିଲେ ମୋ ପଟେ…
ସିଦ୍ଧାର୍ଥ୍ ଗୌତମ୍ ଠାନୁ ତଥାଗତ୍ ବୁଦ୍ଧ ତକ୍
ହିନ୍ଦୁ ଧର୍ମେ ଥିଲା କଠୋର୍ ନିୟମ
ଅନ୍ଧବିଶ୍ୱାସ ଥିଲା ଭରି ,
ମୂର୍ତ୍ତି,ଜାତିପ୍ରଥା ପୂଜା ଵିଧି ବଲି
ବୁଦ୍ଧ ଥିଲେ ବିରୋଧ କରି ।।