Posted in କବିତା

ମୁଁ ଲେଖିବାକୁ ଚାହେଁ !

ମୁଁ ଲେଖିବାକୁ ଚାହେଁମୋ କବିତା କାନ୍ଧରେମୁଣ୍ଡ ରଖି କାନ୍ଦିପାରୁଥିବାସମାଜ ରଶୋଷିତ, ନିଷ୍ପେସିତନିରୀହ, ବିରହଶ୍ରମିକ, କୃଷକ, ପ୍ରେମିକଅଛୁଆଁ, ଅଲୋଡ଼ା ଓନିର୍ଯାତିତ ନାରୀ ମନରଅକୁହା ଅଶୁଣା କଥା…ମୁଁ ଲେଖିବାକୁ ଚାହେଁମୋ କବିତା ପ୍ରାଣରେଜୀବନ୍ତ ହୋଇ କହିପାରୁଥିବାନଦୀ, ନାଳନିର୍ଝର,…

Continue Reading... ମୁଁ ଲେଖିବାକୁ ଚାହେଁ !
Posted in କବିତା

ସାବିତ୍ରୀ ମାଁ ର ଯୋଗଦାନ

ତୋର ଯୋଗଦାନ ପାଇଁ ମାଁ,
ହୋଇଛି ମୁ ଆଜାଦ
ତୋର ଯୋଗଦାନ ପାଇଁ ମାଁ,
ପୁରୁଷବାଦୀ ସମାଜକୁ ମୋ ଜବାବ ।।

Continue Reading... ସାବିତ୍ରୀ ମାଁ ର ଯୋଗଦାନ
Posted in କବିତା

ମୁଁ ଦିନ ମଜୁରିଆ

ମୁଁ ଦିନ ମଜୁରିଆଚାଳ ମାଟି ଘରେ ଜନମ ହୋଇବଢିଛି ମୁଁ ବାସି ପଖାଳ ଖାଇ | ନାହିଁ ମୋର ଅଧିକ ଆଶାନା ବସିରହେ ମୁଁ ମୁଠାଏ ଦାନା ପାଇଁଅନ୍ୟଉପରେ କରି ଭରଷା | ହେଲେ…

Continue Reading... ମୁଁ ଦିନ ମଜୁରିଆ
Posted in କବିତା

ପୀଡିତା କୁହେ !

ପୀଡିତା କୁହେ ସୁନ୍-ସାନ୍ ଥିଲା ବାଟରେ,ଯାଉଥିଲି ମୁଁ ପୋଖରୀ ତୁଠକୁ ପାହାନ୍ତିଆ ସମୟରେଭାବିନଥିଲି ଜୀବନ ହାରିବି ଅକାଳରେ || କିଏ ଜାଣେକାହାର ଥିଲେ ସେମାନେ ପୁଅ, ସ୍ୱାମୀ କି ଭାଇହଠାତ ଆସିଲେ ମୋ ପଟେ…

Continue Reading... ପୀଡିତା କୁହେ !
Posted in କବିତା ବହୁଜନ ଇତିହାସ

ସିଦ୍ଧାର୍ଥ୍ ଗୌତମ୍ ଠାନୁ ତଥାଗତ୍ ବୁଦ୍ଧ ତକ୍

ହିନ୍ଦୁ ଧର୍ମେ ଥିଲା କଠୋର୍ ନିୟମ
ଅନ୍ଧବିଶ୍ୱାସ ଥିଲା ଭରି ,
ମୂର୍ତ୍ତି,ଜାତିପ୍ରଥା ପୂଜା ଵିଧି ବଲି
ବୁଦ୍ଧ ଥିଲେ ବିରୋଧ କରି ।।

Continue Reading... ସିଦ୍ଧାର୍ଥ୍ ଗୌତମ୍ ଠାନୁ ତଥାଗତ୍ ବୁଦ୍ଧ ତକ୍