Posted in କବିତା ରାଜନୀତି

ହାତ ଠାରି ଡାକେ ସମ୍ବିଧାନ

ରାମ ରାଇଜରେ ଦୁଃଖ ଅଣଚାରେ
ହିନ୍ଦୁ ଧର୍ମ ହେବ ସଂସ୍ଥାପନ,
ଏ ଦେଶ ମାଟିରେ ମୂଳ ନିବାସୀ ମୋ
ପାଉଛନ୍ତି ଘୋର ଅପମାନ l
ରାଷ୍ଟ୍ର ଗାନ କରି ହାତେ ଲାଠି ଧରି
ଦଙ୍ଗାକୁ କରନ୍ତି ଆବାହନ,
ଘୋର ବିପତ୍ତି ଯେ ମାଡି ଆସିଲାଣି
ହାତ ଠାରି ଡାକେ ସମ୍ବିଧାନ l…..

Continue Reading... ହାତ ଠାରି ଡାକେ ସମ୍ବିଧାନ
Posted in ରାଜନୀତି

ଜାଣନ୍ତୁ ନାଗରିକତା ଆଇନ କ’ଣ ଓ ଏହାର ପ୍ରଭାବ !

ନାଗରିକତା ସଂଶୋଧନ ଆଇନ୍ ୨୦୧୯ ୧. ନାଗରିକତା ସଂଶୋଧନ ଆଇନ୍ କ’ଣ ? ଏହା ଗୋଟେ ଆଇନ୍ ଯାହା ହିନ୍ଦୁ, ବୌଦ୍ଧ, ସିଖ, ଜୈନ, ପାର୍ସି ଓ ଖ୍ରୀସ୍ଟିଆନ୍ ସରଣାର୍ଥୀ ଯୋଉମାନେ ଆଫଗାନିସ୍ତାନ, ବାଙ୍ଗଳାଦେଶ,…

Continue Reading... ଜାଣନ୍ତୁ ନାଗରିକତା ଆଇନ କ’ଣ ଓ ଏହାର ପ୍ରଭାବ !
Posted in ବହୁଜନ ଇତିହାସ ବହୁଜନ ରାଜନୀତି ରାଜନୀତି

ପୁରା ଯେ.ଏନ.ୟୁ ଝୁମିଲା ଜିତୁଙ୍କ ଜୟ ଭୀମ ନାରା ରେ!

ଜିତେନ୍ଦ୍ର ସୁନା, ଏ ସେହି ଓଡ଼ିଆ ପୁଅ ଯିଏ ଆଜି ଓଡିଶା ର ଗର୍ବ ହିସାବରେ ଯେ.ଏନ.ୟୁ ଛାତ୍ରସଂଘ ଚୁନାଵ ରେ ସଭାପତି ପଦ ପାଇଁ ଲଢେଇ କରୁଅଛି। ଯେମିତି ହିଁ ଜଣାପଡିଲା ଯେ…

Continue Reading... ପୁରା ଯେ.ଏନ.ୟୁ ଝୁମିଲା ଜିତୁଙ୍କ ଜୟ ଭୀମ ନାରା ରେ!
Posted in ମତ ରାଜନୀତି

ଓଡିଶା ର ରାଜନୀତି କ’ଣ ଜାତିବାଦୀ?

ଓଡିଶା ଗୋଟେ ରାଜ୍ୟ, ଯାହା ପାଖରେ ଅଛି ବିପୁଳ ପରିମାଣରେ ପ୍ରାକୃତିକ ସମ୍ବଳ। ଏହି ସମ୍ବଲ ଥିବା ଯୋଗୁ ବିଦେଶୀ କାରଖାନା ର ପୁଂଜି ଲାଗିଥାଏ ଆଉ ଏଥିରେ ସାହାଯ୍ୟ କରନ୍ତି ଓଡିଶା ସରକାର…

Continue Reading... ଓଡିଶା ର ରାଜନୀତି କ’ଣ ଜାତିବାଦୀ?
Posted in ବହୁଜନ ଇତିହାସ ରାଜନୀତି

ବଜନିଆର ପ୍ରତିରୋଧ

ସାମ୍ପ୍ରତିକ ଯେଉଁ ଜନ ଗୋଷ୍ଠୀ ଅକ୍ଲାନ୍ତ ପରିଶ୍ରମରେ ଏତେ ବଡ଼ ମହାନ ସଂସ୍କୃତିକୁ ଜନ୍ମ ଦେଲା ଓ ବିଶ୍ଵବ୍ୟାପୀ କଲା, କିନ୍ତୁ ସେଇ ଗଣା, ଘାସି ତଥା ଚମାର୍ ସମୁଦାୟର ମହାନ ଲୋକ ମାନଙ୍କୁ ଆଜି ମଧ୍ୟ ସବର୍ଣ୍ଣ ଜାତିର ଲୋକମାନେ ଘୃଣା ଓ ଅମାନବିୟ ଦୃଷ୍ଟିରେ ଦେଖନ୍ତି ଓ ବ୍ୟବହାର୍ କରନ୍ତି। କିନ୍ତୁ ‘ପାଞ୍ଚ ବାଦ୍ୟ’ ,’ଦୁଲ ଦୁଲି’ ‘ସମ୍ବଲପୁରୀ ‘, ‘କୋଶଲି’ ନା ରେ ସଂସ୍କୃତିକରଣ/ବ୍ରାହ୍ମଣୀକରଣ ହେଉଛି ଗଣା ବଜା। ଏହା ଗଣା ,ଘାସି ଚମାର୍ ଲୋକମାନଙ୍କ ପ୍ରତି ଗୋଟେ ଐତିହାସିକ ଅନ୍ୟାୟ, ଯାହାକୁ ସମ୍ପୂର୍ଣ୍ଣ ଭାବରେ ସାମୁହିକ ବିରୋଧ ହବା ଦରକାର। ସମ୍ବଲପୁରୀ ତଥା କୋଶଲି ନା ରେ ଗଣା/ଡମ୍, ଘାସୀ, ଚମାର୍ ଏବଂ ଆଦିବାସୀ ସଂସ୍କୃତିକୁ ଆଜି ଉଚ୍ଛ ଜାତିର ଲୋକମାନେ ମିଥ୍ୟା ପ୍ରଚାର୍ କରିଛନ୍ତି ।

Continue Reading... ବଜନିଆର ପ୍ରତିରୋଧ