Magazine (ବହୁଜନ ପତ୍ରିକା)

Nirveda Odisha publishes articles, write-up, book reviews, interview, and critique on various themes ranging from religion, politics, economy, sports, gender, society, arts, culture, poetry, science and technology. We prefer and encourage our reader and writer to give their writing in Odiya, Sambalpuri and tribal languages. We will be happy to publish in English.

ନିର୍ବେଦ ଓଡିଶା ଗୋଟିଏ ବହୁଭାସୀ ପତ୍ରିକା ଯାହା ଧର୍ମ, ରାଜନୀତି, ଅର୍ଥନୀତି, ଲିଂଗ, ସମାଜ, ଖେଳ, କଳା, ସଂସ୍କୃତି, ପଦ୍ୟ, ବିଜ୍ଞାନ ଓ ସିଳ୍ପ ଉପରେ ଲେଖା, ବହି ସମୀକ୍ଷା, ସାକ୍ଷାତକାର, ଏବଂ ସମାଲୋଚନା କୁ ପ୍ରକାଶନ କରେ I ପାଠକ ଓ ଲେଖକମାନଙ୍କୁ ଆମର ଅନୁରୋଧ ଯେ ସେମାନେ ନିଜ ଲେଖା ଓଡିଆ, ସମ୍ବଲପୁରୀ, ଇଂରାଜୀ ତଥା ଅନ୍ୟାନ୍ୟ ଅଦିବାସୀ ଭାଷାରେ ଦିଅନ୍ତୁ I