Objective (ଉଦ୍ଦେଶ୍ୟ)

Main objectives

* To become a medium of Odisha Bahujan people voices and their grievances

* To bring forward the culture, ideas, talent, knowledge of the Odisha Bahujan people to the mainstream society

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି …

*ବହୁଜନ ମହାପୁରୁଷ ମାନଙ୍କର ବିଚାର କୁ ଓଡିଶା ବାସୀଙ୍କ ପାଖ କୁ ପହଞ୍ଚେଇବା I

*ଓଡିଶା ରେ ରହୁଥିବା ବହୁଜନ (ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି , ପଛୁଆ ବର୍ଗ , ଅଳ୍ପ ସଂଖ୍ୟକ ଓ ଅନ୍ୟ ଗରିବ) ଲୋକଙ୍କ ସହିତ ହେଉଥିବା ଅନ୍ୟାୟ, ଅତ୍ୟାଚାର ଓ ତାଙ୍କର ସଫଳତା, ଉନ୍ନତି କୁ ଗୋଟେ ମଧ୍ୟସ୍ଥି ହିସାବରେ କାମ କରିବା I