Posted in କବିତା

ମୁକ୍ତି ସଂଗ୍ରାମର ସାରଥୀ

ନିଜ ଦୃଢ଼ ଇଚ୍ଛାଶକ୍ତି
ଆପ୍ରାଣ ଉଦ୍ୟମର ବଳେ,
ଲଭିଲ କେତେ ଯେ ଡିଗ୍ରୀ
ଶ୍ରେଷ୍ଠ ବିଶ୍ବବିଦ୍ୟାଳୟେ । (୨)

Continue Reading... ମୁକ୍ତି ସଂଗ୍ରାମର ସାରଥୀ
Posted in କବିତା

ଜ୍ଞାନର ପ୍ରତିକ ହେ ମହାମାନବ

ତୁମରି ଲେଖନୀ ଛିଣ୍ଡାଏ ଧମନୀ
ଜଲାଏ ବିପ୍ଲବ ବହ୍ନି ,
ଦୁର୍ନୀତି, ଶୋଷଣ, ପାଖଣ୍ଡବାଦକୁ
ବିନାଶ କରିବା ପାଇଁ ।  (୩)

Continue Reading... ଜ୍ଞାନର ପ୍ରତିକ ହେ ମହାମାନବ
Posted in ବହୁଜନ ସଂସ୍କୃତି

ଜୟ ଜୟ ଜୟ ଜୟ ଭୀମ୍

ଭୀମାସ୍ତ୍ର ଚଲାଇ ସର୍ବେ ଅତ୍ତୋଦୀପ ହେବା
ସୁଖ ଓ ଦୁଃଖ ରେ ହର୍ଷଉଲ୍ଲାସ ରେ
ଜୟ ଜୟ ଭୀମ୍ କହିବା,
ମୁକ୍ତିର ଏ ନାରା ଜୟ ଭୀମ୍
ଶକ୍ତି ର ଏ ନାରା ଜୟ ଭୀମ୍
ସଂଗ୍ରାମ ର ଏ ନାରା ଜୟ ଭୀମ୍
ଜୟ ଜୟ ଜୟ ଜୟ ଭୀମ୍ ।

Continue Reading... ଜୟ ଜୟ ଜୟ ଜୟ ଭୀମ୍
Posted in ବହୁଜନ ସଂସ୍କୃତି

ଲକ୍ ଡାଉନ୍ ସମୟରେ ବାବାସାହେବଙ୍କ ଜୟନ୍ତୀ କେମିତି ପାଳିତ ହୋଇଛି ଦେଖନ୍ତୁ

“ବାବାସାହେବ କହିଥିଲେ, ମର୍ ପୂଜା କାର୍ବାର୍ ବଦ୍ଲା ମର ଅଧୁରା କାମ୍ କେ ପୁରା କର୍ବାକେ ପ୍ରୟାସ୍ କାର୍ବାର୍ ଉଚିତ୍। ସେଥିର୍ ଲାଗି ବହୁଜନ୍ ସମାଜ୍ ସଂଗଠିତ୍ ହେଇ ବାବାସାହେବଙ୍କ ଅଧୁରା ମିସନ୍ କେ ପୁରା କର୍ବା କେ ପଡ୍ବା।”

Continue Reading... ଲକ୍ ଡାଉନ୍ ସମୟରେ ବାବାସାହେବଙ୍କ ଜୟନ୍ତୀ କେମିତି ପାଳିତ ହୋଇଛି ଦେଖନ୍ତୁ
Posted in କବିତା

ଜୀବ ଥିବା ଯାଏ ଘଟେ

ଦଳିତ, ଶୋଷିତ, ପଛୁଆବରଗ
ଦିନମଜୁରିଆ, କୁଳି
ନାରୀ ଜାତିର ମହତ ରଖଲ
ମନୁବାଦ ସାଙ୍ଗେ ଲଢ଼ି ।।

Continue Reading... ଜୀବ ଥିବା ଯାଏ ଘଟେ