ବୁଝଲେ ହେସି…ଜୁଝଲେ ନାଇ!

ତୋର ଲାଗି ବଲି କୋଟା ଦେଲେ ବାବା….
ଚାକରି କରବୁ ତୁଇ ଜାନି
ଭୋଟ କେ ତର୍ ବିକି ଖାଇ ନେଲୁ
ତାର୍ ତାକତ୍ କେବେ ନେଇ ଚିନ୍ହି…
ଗୁଲାମ୍ କେ ଗୁଲାମ୍ ହେଇ ଅଛୁ
କେବେ ମୁନୁଷ୍ ହେବୁ ନେଇ ଜାନି
ଵୁଝେଇ ବୁଝେଇ ତକେ କେତେ ଆର୍ ଵୁଝାମୁ
ଵୁଝଲେ ହେସି… ଜୁଝଲେ ନାଇଁ ।।

Read more

ଲାଲ୍ ପଇତା

ଏ ଗୀତ
କାଲିକି ଯେ ହେଇଯିବ ଗାଥା
କାଲି ପୁଣି ଆସିବ ଟିଭିରେ
ଅମୁକ ମିଶ୍ର, ବେନାର୍ଜୀ, ଚାଟେର୍ଜି, ତଥା ଭୂମିହାର  ଜୀବିତ.!
ବିପ୍ଲବୀ ନେତା

ପୁଣି ଦେଖିବି ମୁଁ,
ତା’ କ୍ରାନ୍ତି ର ପ୍ରତିକ, ସେ

ଲାଲ୍ ପଇତା..!

Read more

ଏକତା ହିଁ ଆମ ହତିଆର

ଆଜି ଯଦି ମୁହଁ ମୋଡି
ରହିବୁ ତୁ ଶୋଇ ।
ହାତର ଗୁଡ଼ କୁହୁଣୀକୁ ଯିବ ବୋହି ।।
ତୋ ପରପିଢି ହରାଇବେ ପରିଚୟ
ପିନ୍ଧିବେ ଦାସତ୍ୱର ଶୃଙ୍ଖଳ ।।
ଜାଗି ଉଠ ତନ୍ଦ୍ରା ତେଜି
ଏକତା ହିଁ ଆମ ହତିଆର ।।

Read more

ବଜନିଆର ପ୍ରତିରୋଧ

ସାମ୍ପ୍ରତିକ ଯେଉଁ ଜନ ଗୋଷ୍ଠୀ ଅକ୍ଲାନ୍ତ ପରିଶ୍ରମରେ ଏତେ ବଡ଼ ମହାନ ସଂସ୍କୃତିକୁ ଜନ୍ମ ଦେଲା ଓ ବିଶ୍ଵବ୍ୟାପୀ କଲା, କିନ୍ତୁ ସେଇ ଗଣା, ଘାସି ତଥା ଚମାର୍ ସମୁଦାୟର ମହାନ ଲୋକ ମାନଙ୍କୁ ଆଜି ମଧ୍ୟ ସବର୍ଣ୍ଣ ଜାତିର ଲୋକମାନେ ଘୃଣା ଓ ଅମାନବିୟ ଦୃଷ୍ଟିରେ ଦେଖନ୍ତି ଓ ବ୍ୟବହାର୍ କରନ୍ତି। କିନ୍ତୁ ‘ପାଞ୍ଚ ବାଦ୍ୟ’ ,’ଦୁଲ ଦୁଲି’ ‘ସମ୍ବଲପୁରୀ ‘, ‘କୋଶଲି’ ନା ରେ ସଂସ୍କୃତିକରଣ/ବ୍ରାହ୍ମଣୀକରଣ ହେଉଛି ଗଣା ବଜା। ଏହା ଗଣା ,ଘାସି ଚମାର୍ ଲୋକମାନଙ୍କ ପ୍ରତି ଗୋଟେ ଐତିହାସିକ ଅନ୍ୟାୟ, ଯାହାକୁ ସମ୍ପୂର୍ଣ୍ଣ ଭାବରେ ସାମୁହିକ ବିରୋଧ ହବା ଦରକାର। ସମ୍ବଲପୁରୀ ତଥା କୋଶଲି ନା ରେ ଗଣା/ଡମ୍, ଘାସୀ, ଚମାର୍ ଏବଂ ଆଦିବାସୀ ସଂସ୍କୃତିକୁ ଆଜି ଉଚ୍ଛ ଜାତିର ଲୋକମାନେ ମିଥ୍ୟା ପ୍ରଚାର୍ କରିଛନ୍ତି ।

Read more