Posted in କବିତା

ବିପ୍ଳବର ବହ୍ନି

ହଠାତ
ନିଝୁମ ରାତିରେ ଶୁଭେ
ଝିଙ୍କାରୀର ଝି ଝି ଶବ୍ଦ ।
ପାହାଡ଼ ଶିଖରରୁ ଭାସି ଆସେ
ବାରୁଦର ଗନ୍ଧ ।
ଆଖିରେ ଆଗରେ ଝଳସେ
ଦେବାଳୟରେ ବଳାତ୍କାର
ହେଇଥିବା କୁନି ଝିଅର ବିକଳ କ୍ରନ୍ଦନ ।
କ୍ଷୁଧାତୁର ଶିଶୁ ଖୋଜି ବୁଲୁଥାଏ
ମୁଠାଏ ଅନ୍ନ ।।
ନିତି ତାଡନା ଲାଂଛନା ସହୁଥିବା
ଦଳିତର ହୃଦୟର କୋହ ।
ଜମି,ଜଙ୍ଗଲ,ଭିଟାମାଟି ହରେଇଥିବା
ଆଦିବାସୀର ଦି ଧାର ଲୁହ ।।

Continue Reading... ବିପ୍ଳବର ବହ୍ନି
Posted in ମତ

ବାବାସାହେବ ଡଃ.ଅମ୍ବେଦକର ଓ ବୌଦ୍ଧ ଧମ୍ମ

“ବୌଦ୍ଧ ଧମ୍ମ ପ୍ରଜ୍ଞା, କରୁଣା, ଓ ସମତା ପ୍ରଦାନ କରେ, ଯାହା ଦ୍ବାରା ମାନବ ସମାଜ ସୁଖ ଓ ଶାନ୍ତିରେ ବଞ୍ଚି ପାରିବ। ଭଗବାନ କିମ୍ବା ଆତ୍ମା କେବେ ସମାଜକୁ ସୁରକ୍ଷା ଦେଇ ପାରିବେ ନାହିଁ।”

Continue Reading... ବାବାସାହେବ ଡଃ.ଅମ୍ବେଦକର ଓ ବୌଦ୍ଧ ଧମ୍ମ
Posted in କବିତା

ଅସ୍ପୃଶ୍ୟ ର ଇଶ୍ୱର

ହେ ଇଶ୍ୱର ସତେକି ଗଢିଛ ତୁମେ ମଣିଷମାନଙ୍କୁ ଭିନ୍ନ ଜାତି ଧର୍ମ କରି? ଅବା ଜନ୍ମିଛନ୍ତି ଭବେ ପୂର୍ବେ କିଛି ଅପକର୍ମ କରି.. ହେ ଈଶ୍ବର ଅନିଚ୍ଛା ରେ ଜନ୍ମ ଦେଲ କିବା ଏ…

Continue Reading... ଅସ୍ପୃଶ୍ୟ ର ଇଶ୍ୱର
Posted in ମତ

ଅଛୁଆଁ ମଣିଷ !

ସତରେ ବିଶ୍ବରେ ବିରଳ ଭାରତ! ସାରା ବିଶ୍ବରେ ଭାରତ ଏକ ପର୍ଯ୍ୟଟନ କ୍ଷେତ୍ର ଅଛୁଆଁ ମଣିଷର… ଏଠି ଅଛୁଆଁ ମଣିଷଟି ଫସଲ ଉତ୍ପାଦନ କରେ, ଖାଦ୍ୟ ଶସ୍ୟ ଉତ୍ପାଦନ କରି ସାରା ଭାରତକୁ ଆହାର…

Continue Reading... ଅଛୁଆଁ ମଣିଷ !