କୃଷକର ଇତିହାସ ଓ ବର୍ତ୍ତମାନ

ଏହି ସବୁକୁ ଦୃଷ୍ଟି ଗୋଚର କଲେ ଜଣାପଡେ ଯେ ଛୋଟ ଚାଷିଙ୍କୁ ଏଥିପାଇଁ ବହୁତ କ୍ଷତି ସହିବାକୁ ପଡେ ଏବଂ ରୁଣ ସୁଝି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି । National Crime Record Bureau ର ସୁଚନା ଅନୁସାରେ ୨୦୧୯ ପରେ କୌଣସି ସୂଚନା ଚାଷି ଆତ୍ମହତ୍ୟାକୁ ନେଇ ଦିଆଯାଏ ନାହିଁ (source ABP news, July 2, 2019)। ହେଲେ ଅନେକ ଚାଷି ଆତ୍ମହତ୍ୟାର ଘଟଣା ସାମନା କୁ ଆସିଅଛି । ୨୦୧୧-୧୩ ରେ ୩୯୫୩୦, ୨୦୧୧ ରେ ୧୪୦୦୪, ୨୦୧୨ ରେ ୧୩୭୫୪, ୨୦୧୩ ରେ ୧୧୭୨୨ କୃଷକ ଆତ୍ମହତ୍ୟା କରିଥିଲେ । ପ୍ରତି ଘଣ୍ଟାରେ ଜଣେ କୃଷକର ଆତ୍ମହତ୍ୟାକୁ ଏହା ସୂଚାଏ ।

Read more

ଡ଼ଃ.ବାବାସାହେବ ଅମ୍ବେଦକରଙ୍କ ବିଷୟରେ କିଛି ଅଜଣା ତଥ୍ୟ

ଭାରତରେ ଶ୍ରମିକ ମାନଙ୍କ ଅଧିକାରକୁ ସୁରକ୍ଷିତ କରିଥିବା ବ୍ୟକ୍ତି ଅନ୍ୟ କେହି ନୁହେଁ ସେ ହେଉଛନ୍ତି ଆଧୁନିକ ଭାରତର ପିତା ବିପ୍ଳବୀ ଡ଼ଃ. ବାବାସାହେବ ଅମ୍ବେଦକର ।

Read more

ଶ୍ରମିକଙ୍କ ମୁକ୍ତିଦାତା ବାବାସାହେବ ଅମ୍ବେଦକର

Employees State Insurance ମାଧ୍ୟମରେ ସେ ଶ୍ରମିକଙ୍କ ସ୍ବାସ୍ଥ ସମ୍ବନ୍ଧୀୟ ଅନେକ ସୁବିଧା ଯୋଗେଇ ଦେଇଛନ୍ତି। ପୁର୍ବ ଏସିଆରେ ଭାରତ ପ୍ରଥମ ଦେଶ ଯିଏ ଶ୍ରମିକଙ୍କ ଉନ୍ନତି ପାଇଁ ବିମା ଯୋଜନା ପ୍ରାରମ୍ଭ କରିଥିଲା। ଆଜି ଯେଉଁ DA (Dear allowance) and Leave Benifit ମିଳୁଛି ତାହା କେବଳ ବାବାସାହେବଙ୍କ ଦେନ ଅଟେ। ସେ ଶ୍ରମିକଙ୍କ ସମସ୍ୟାକୁ ଦୁର କରିବା ସକାସେ Revision of Scale of Pay ସୁବିଧା କରିଥିଲେ ଯାହା ଆଜି ଶ୍ରମିକଙ୍କ ହସିର ମୁଖ୍ୟ କାରଣ ଅଟେ ।

Read more

ସ୍ବାଧିନ୍ ଦେଶେ ବହୁଜନର୍ ଶିକ୍ଷାର୍ ଚିନ୍ତା

ସମୀୟାଁ ସିନା ଗଲା ବଦ୍ଲି
ହେଲେ ଶୋଷଣ୍ ସୀମା ଚାଲିଛେ ବଡି..
ବହୁଜନ୍ ଇଟା ରଖ୍ ମନେ, ପାଠ୍ ପଢା ସାଙ୍ଗେ ଦିନେ ଦିନେ
ବାବାସାହେବ, ସାବିତ୍ରିବାଇ ଫୁଲେ ଆର୍ ପେରିୟାର କର୍
ଇତିହାସ୍ ଉଲ୍ଟା ଛନେ ଛନେ..
ହେତ୍କି ବେଲେ ଜାନ୍ ଵୁ ଆମର୍ ମହାପୁରୁଷ ମାନେ
କାଣା କହି ଯାଇଛନ୍ କାନେ କାନେ
ଶିକ୍ଷିତ୍ ହେଲେ ଶିକ୍ଷିତ୍ କର୍ବୁ ତୋର୍ ସମାଜ୍ ର ଲୋକ୍ କେ
ଭଲ୍ କରି ରଖିଥା ଇ କଥା କେ ମନେ।।

Read more

କ୍ରାନ୍ତିର ସ୍ୱର

ମୋ କବିତାର ପ୍ରତିଟି ପଂକ୍ତିରେ
ଉତଭାଷିତ ହେବ
ବିର୍ଷା ମୁଣ୍ଡର ଉଳଗୁଲାନର ସ୍ୱର ।।
ପ୍ରତିଟି ଶବ୍ଦରେ ଝଲସି ଯିବ
ରେଣ୍ଡୋ ମାଝୀ ତିଲକ ମାଝୀର
ବିଦ୍ରୋହର ଇସ୍ତାହାର ।।

Read more