Posted in ବହୁଜନ ଇତିହାସ ମତ

ଶ୍ରମଣ ସଂସ୍କୃତିର ଦୁଇ ସଂଘନାୟକ ତଥାଗତ ବୁଦ୍ଧ ଓ ବୋଧିସତ୍ବ ଭୀମଭୋଇ

ମହିମାଧର୍ମ ଏବଂ ବୌଦ୍ଧଧମ୍ମ ଏକ ଓ ଅଭିନ୍ନ ଅଟେ । ଏଥିରେ ଦ୍ବିମତ କିଛି ନାହିଁ । ବୁଦ୍ଧଙ୍କର ମୌଳିକ ଶିକ୍ଷା, ପଞ୍ଚଶୀଳ ମହିମା ଧର୍ମରେ ସ୍ପଷ୍ଟ ପରିଲକ୍ଷିତ ହୁଏ । ପ୍ରଣୀ ହିଂସା ନ କରିବା, ଚୋରି ନ କରିବା, ବ୍ୟଭିଚାର ନ କରିଦା, ମିଛ ନ କହିବା ଓ ନିଶାଦ୍ରବ୍ୟ ସେବନ ନ କରିବା ପାଇଁ ଭୀମଭୋଇ ସମସ୍ତ ଉପଦେଶ ଦେଇଛନ୍ତି । ବୌଦ୍ଧ ଧମ୍ମର ତ୍ରିଶ୍ରଣ ପରି ମହିମାଧର୍ମୀମାନେ ଅଲେଖ ଶରଣ କରନ୍ତି । ଉଭୟ ଧର୍ମରେ ସୂର୍ଯ୍ୟ ଆଲୋକ ଶକ୍ତିର ଆଧାର ଓ ଜଗତକୁ ଅବାରମୁକ୍ତ କରୁଥିବାରୁ ସୂର୍ଯ୍ୟଙ୍କୁ ନମସ୍କାର କରିବାର ନିୟମ ଅଛି । ବୌଦ୍ଧ ଧମ୍ମରେ ଥିବା ବୁଦ୍ଧ ବିହାର, ସ୍ତୁପ ଓ ଭିକ୍ଷୁ ଭଳି ମହିମା ଧର୍ମରେ ରହିଛି ମହିମାମଠ, ମହିମାଟୁଙ୍ଗୀ ଓ ମହିମା ସନ୍ନ୍ୟାସୀ । ଉଭୟ ଧର୍ମରେ ନାରୀ ଓ ଗୃହସ୍ଥ୍ୟମାନଙ୍କୁ ବ୍ରହ୍ମଜ୍ଞାନ ( ନିର୍ବାଣ) ପ୍ରାପ୍ତ କରିବା ପାଇଁ କୌଣସି ବାଧାବିଘ୍ନ ନାହିଁ । ସମୟକ୍ରମେ ଗୌତମବୁଦ୍ଧଙ୍କ ନୀତିକୁ ତାଙ୍କ ଶିଷ୍ୟମାନେ ବିଭିନ୍ନ ରାଜ୍ୟରେ, ବିଭିନ୍ନ ଦେଶରେ ନିଜସ୍ବ ଢ଼ଙ୍ଗରେ ପ୍ରଚାରିତ ଓ ପ୍ରସାରିତ କରିଥିଲେ । ଠିକ ସେହିଭଳି ମହିମା ସ୍ବାମୀଙ୍କ ଶିଷ୍ୟମାନେ ମଧ୍ୟ ମହିମା ଧର୍ମର ପ୍ରଚାର କରିଥାନ୍ତି ।

Continue Reading... ଶ୍ରମଣ ସଂସ୍କୃତିର ଦୁଇ ସଂଘନାୟକ ତଥାଗତ ବୁଦ୍ଧ ଓ ବୋଧିସତ୍ବ ଭୀମଭୋଇ
Posted in କବିତା ବହୁଜନ ଇତିହାସ

ବିଶ୍ୱ ଶାନ୍ତି ଦୂତ

” ନମୋ ବୁଦ୍ଧାୟ “ବିଶ୍ବ ଶାନ୍ତି ଦୂତ ଆହେକରୁନା ସାଗରତଥାଗତ୍ ଗୌତମ ବୁଦ୍ଧପାଦରେ ଜୁହାରଧଏନ୍ ତମର୍ ଜନମ୍ ଭୁଇଁଧଏନ୍ ମାତା ପିତାସମତା କରୁନା ପ୍ରଚାରକସତ୍ ଗିଆନ୍ ଦାତାଅସତର୍ ହାଁଟରେ ତମେଉଡ଼ାଲ ସତର୍ ବାନାତମେ ଏକା…

Continue Reading... ବିଶ୍ୱ ଶାନ୍ତି ଦୂତ
Posted in କବିତା

ଧମ୍ମୋପଦେଶ

ଅଟେ ଏ ସଂସାର ଦୁଃଖମୟ
କାମନା ଦୁଃଖର କାରଣ
ତାହାର ବିନାଶେ ଞାନୋଦୟ ହେବ 
ଅଷ୍ଟାଙ୍ଗୀକ ମାର୍ଗ କଲେ ଗ୍ରହଣ  ।
ସତ୍ ଭାବନା, ସତ୍ ସଂକଳ୍ପ,
ସତ୍ ବାକ୍ୟ, ସତ୍ କାର୍ଯ୍ୟ,
ସତ୍ ଜୀବିକା, ସତ୍ ପରିଶ୍ରମ, 
ସତ୍ ସ୍ମୃତି, ସତ୍ ସମାଧି, 
ଚିର ସତ୍ୟ ଏହି ମାର୍ଗ
ଏହାକୁ ପାଳନ କରିଲେ ଅଚିରେ 
ଲାଭ ହେବ ସୁଖ ଭୋଗ ।

Continue Reading... ଧମ୍ମୋପଦେଶ
Posted in ବହୁଜନ ସଂସ୍କୃତି

ଜୟ ଜୟ ଜୟ ଜୟ ଭୀମ୍

ଭୀମାସ୍ତ୍ର ଚଲାଇ ସର୍ବେ ଅତ୍ତୋଦୀପ ହେବା
ସୁଖ ଓ ଦୁଃଖ ରେ ହର୍ଷଉଲ୍ଲାସ ରେ
ଜୟ ଜୟ ଭୀମ୍ କହିବା,
ମୁକ୍ତିର ଏ ନାରା ଜୟ ଭୀମ୍
ଶକ୍ତି ର ଏ ନାରା ଜୟ ଭୀମ୍
ସଂଗ୍ରାମ ର ଏ ନାରା ଜୟ ଭୀମ୍
ଜୟ ଜୟ ଜୟ ଜୟ ଭୀମ୍ ।

Continue Reading... ଜୟ ଜୟ ଜୟ ଜୟ ଭୀମ୍
Posted in କବିତା

ଜୀବ ଥିବା ଯାଏ ଘଟେ

ଦଳିତ, ଶୋଷିତ, ପଛୁଆବରଗ
ଦିନମଜୁରିଆ, କୁଳି
ନାରୀ ଜାତିର ମହତ ରଖଲ
ମନୁବାଦ ସାଙ୍ଗେ ଲଢ଼ି ।।

Continue Reading... ଜୀବ ଥିବା ଯାଏ ଘଟେ