Tag: Nirveda
ପୁରୁଷବାଦୀ ସମାଜେ ନାରୀ ଅତ୍ୟାଚାର
in this article author Disha Kant speaking about the inherent discrimination on women inside their domestic home as well in society. By Appropriating the Phule-Ambedkarite “idea of equal rights for all” ,she address so many question to the patriarchal world .
ନିର୍ବେଦ ବୁଦ୍ଧ
ବୁଦ୍ଧ ଏହି ଶୁଦ୍ର ଓ ନାରୀ ସମାଜକୁ ସଂଘରେ ପ୍ରବେସ ଦେଇଥିଲେ । ପ୍ରଥମେ ବୁଦ୍ଧ ମହାପ୍ରଜାପତି ଗୋତମୀ ସହ ୫୦୦ ଶାକ୍ୟ ମହିଳାମାନଙ୍କୁ ଦୀକ୍ଷା ଦେଇ ନାରୀ ସମାଜର ସମ୍ମାନ କରିଥିଲେ । ବୈଶାଳୀର ନଗରବଧୁ ଆମ୍ରପାଲିକୁ ଦୀକ୍ଷା, ଚଣ୍ଡାଳ ସମ୍ପ୍ରଦାୟରେ ଜନ୍ମ ନେଇଥିବା ଝିଅ ପ୍ରକୃତି, ଆଦି ଅନେକଙ୍କୁ ଦୀକ୍ଷାଦେଇ ସଂଘରେ ପ୍ରବେଶ ଦେଇଥିଲେ ।
Unknown Facts of Revolutionary Bhima Bhoi
Bhima Bhoi was the first one in modern Odisha history , who advocated the emancipation of women , and when other fellow baba/sanyasi of Joranda Gadi rejects the presence of women in the temple, Bhima Bhoi challenged this and left Joranda for ever and opened his Aashram /Mathas for women at Khaliapali ,Sonepur.