ଜୋତିବା ଫୁଲେ ଓ ନାରୀ ସଶକ୍ତିକରଣ

ହେଲେ ଫୁଲେ ଦମ୍ପତି ବୁଝି ପାରିଥିଲେ ଯେ ଯେତେଦିନ ପର୍ଯ୍ୟନ୍ତ ଏସବୁ ପ୍ରଥା ପାରମ୍ପରିକ ଭାବେ ପାଳିତ ହେଉଥିବ ସେତେଦିନ ପର୍ଯ୍ୟନ୍ତ ଏହାକୁ ସମାପ୍ତ କରିବା ଅସମ୍ଭବ ଅଟେ । ସେଇଥିପାଇଁ ୧୮୫୪ ମସିହାରେ ଏକ ଅନାଥ ଆଶ୍ରମ ତିଆରି କଲେ ଓ ୧୮୬୩ ମସିହାରେ ବିଧବା ମହିଳା ଆଶ୍ରମ ତିଆରିକରି ନାରିମାନଙ୍କୁ ହିନ୍ଦୁ ଧର୍ମର ଜନ୍ଜାଲରୁ ମୁକ୍ତି ପାଇବାପାଇଁ ବୁଝାଉଥଲେ ଓ ତା ସଂଗେ ସଂଗେ ବିଧବା ମହିଳା ମାନଙ୍କୁ ପୁନର୍ବିବାହ ପାଇଁ ଉତ୍ସାହିତ କରୁଥିଲେ । ଏହି ମହିଳା ମାନଂକ ମଧ୍ୟରେ ଅତ୍ୟାଧିକ ଥିଲେ ସବର୍ଣ ଜାତିର ପରିବାରରୁ ବିତାଡିତ ବିଧବା ମହିଳା। କାରଣ ସେ ସମୟରେ ଏହି ଅନେକ କୁ ପ୍ରଥା ଯଥା:- ବାଲ୍ୟ ବିବାହ, ସତିଦାହ ପ୍ରଥା, ବାଲ୍ୟ ବିବାହ ପ୍ରଥା, ବିଧବା ପ୍ରଥା ଏତ୍ୟାଦୀ ସବର୍ଣ ଜାତି ମାନଂକରେ ଅଧିକାଂସ ମାତ୍ରାରେ ପ୍ରଚଳିତ ଥିଲା।

Read more

ଜୟ ଜୟ ଜୟ ଜୟ ଭୀମ୍

ଭୀମାସ୍ତ୍ର ଚଲାଇ ସର୍ବେ ଅତ୍ତୋଦୀପ ହେବା
ସୁଖ ଓ ଦୁଃଖ ରେ ହର୍ଷଉଲ୍ଲାସ ରେ
ଜୟ ଜୟ ଭୀମ୍ କହିବା,
ମୁକ୍ତିର ଏ ନାରା ଜୟ ଭୀମ୍
ଶକ୍ତି ର ଏ ନାରା ଜୟ ଭୀମ୍
ସଂଗ୍ରାମ ର ଏ ନାରା ଜୟ ଭୀମ୍
ଜୟ ଜୟ ଜୟ ଜୟ ଭୀମ୍ ।

Read more

ଏକତା ହିଁ ଆମ ହତିଆର

ଆଜି ଯଦି ମୁହଁ ମୋଡି
ରହିବୁ ତୁ ଶୋଇ ।
ହାତର ଗୁଡ଼ କୁହୁଣୀକୁ ଯିବ ବୋହି ।।
ତୋ ପରପିଢି ହରାଇବେ ପରିଚୟ
ପିନ୍ଧିବେ ଦାସତ୍ୱର ଶୃଙ୍ଖଳ ।।
ଜାଗି ଉଠ ତନ୍ଦ୍ରା ତେଜି
ଏକତା ହିଁ ଆମ ହତିଆର ।।

Read more

ମାହଲିଆ ପାଠର୍(ଶିକ୍ଷାର) ଜନକ ଜୋତିରାଓ ଫୁଲେ

ମହାତ୍ମା ଜୋତିରାଓ ଫୁଲେ ତାଂକର୍ ପ୍ରସ୍ତାବ୍ ରେ କହେଲେ ଯେ, ଫ୍ରୀ ଆଉ ବାଧ୍ୟତାମୂଳକ ଶିକ୍ଷା ବିନା ଗରିବ୍ ଆଉ ଦଲିତ୍ ବର୍ଗର୍ ଛୁଆ କେଭେ ଇସ୍କୁଲ୍ କେ ନେ ଆସି ପାରନ୍ l ଫୁଲେ ହେତିର୍ ଲାଗି କମ୍ ସେ କମ୍ ୧୨ ବରସ୍ ବାଧ୍ୟତାମୂଳକ ଶିକ୍ଷା ଲାଗି କହିଥିଲେ l ପ୍ରାଥମିକ ବିଦ୍ୟlଲୟର୍ ଶିକ୍ଷକ୍ ମାନ୍କର ଦର୍ମା ବଢାବାର୍ ଲାଗି ଆଉ ଖାଲି ତାଲିମ୍ ପ୍ରାପ୍ତ ଶିକ୍ଷକ୍ ମlନ୍କୁ ନିଯୁକ୍ତି ଦେବାର୍ ଲାଗି ପ୍ରସ୍ତାବ୍ ଦେଇଥିଲେ l ଫୁଲେ କହ୍ଲେ ଯେ ଯେହେତୁ ବାଭନ୍ ଶିକ୍ଷକ୍ ମାନେ ଦଲିତ୍ ଛୁଆ ମlନ୍କୁ ସ୍କୁଲନୁ କେଚ୍କେଚା କରୁଛନ୍, ଜାତି ଭେଦ୍ ଭାବ୍ କରୁଛନ୍, ଚାଷ୍ କରୁଥିବା ଜାତି ମାନ୍କର୍ ଶିକ୍ଷକ୍ ନିଯୁକ୍ତି ଦିଆଯାଉ l

Read more