ମୁଁ ଲେଖିବାକୁ ଚାହେଁ !

ମୁଁ ଲେଖିବାକୁ ଚାହେଁମୋ କବିତା କାନ୍ଧରେମୁଣ୍ଡ ରଖି କାନ୍ଦିପାରୁଥିବାସମାଜ ରଶୋଷିତ, ନିଷ୍ପେସିତନିରୀହ, ବିରହଶ୍ରମିକ, କୃଷକ, ପ୍ରେମିକଅଛୁଆଁ, ଅଲୋଡ଼ା ଓନିର୍ଯାତିତ ନାରୀ ମନରଅକୁହା ଅଶୁଣା କଥା…ମୁଁ ଲେଖିବାକୁ ଚାହେଁମୋ

Read more

ଧର୍ମ ଶୃଙ୍ଖଳ

କାହିଁ କେତେ ଯୁଗରୁ କେତେ ଆଷାଢ଼ ଶ୍ରାବଣର ବର୍ଷା ଛିଟା ରାତିରୁ ମାତୃଧର୍ମରେ ବନ୍ଧା ନାରୀ ଅମୃତ ସିଞ୍ଚେ ତା ଛାତିରୁ ତା ପାଇଁ ନାହିଁ କିଛି

Read more

କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ

କେବେ ଦିନେ କ୍ରାନ୍ତିଜ୍ୟୋତି ଟେ ହୋଇଜନମି ଥିଲ ସେ ଅନ୍ଧାରୀ ସମାଜରେ।।କରେନା ବିଶ୍ବାସ ମୁଁ ଯେଭାଗ୍ୟ କି ଭଗବାନ ରେ..।।ତଥାପି କହିବିଭାଗ୍ୟବାନ ସେ ମାଳି ଦମ୍ପତିଯାହା ଗର୍ଭରୁ

Read more