ଆମ୍ବେଦକରବାଦର ପ୍ରତିକ୍ରାନ୍ତୀ ଅସ୍ତ୍ର “ଭାରତୀୟ କମ୍ୟୁନିଷ୍ଟ” ନୁହେଁ ତ?

ଯେହେତୁ କମ୍ୟୁନିଷ୍ଟ ବିଚାର ଧାରା ଏ ଦେଶର ବ୍ରାହ୍ମଣବାଦୀ ମାନଙ୍କ ହାତରେ ପରିଚାଳିତ ହେଉଛି ଏଥିପାଇଁ ତାମଧ୍ୟରେ ବହୁଜନ ସମାଜର କୌଣସି ଉର୍ଣ୍ଣତି ଫଳପ୍ରଦ ହେଉ ନାହିଁ…

“ଜୟ ଭୀମ ଫିଲିମ୍ ଆମର୍ ସମାଜ୍ ର ଗୁଟେ ନୀତିଦିନିଆ ସତ୍ ଏ ”

ଜୟ ଭୀମ ଏନ୍ତା ଗୁଟେ ଶବ୍ଦ ଆଏ ଯେନ୍ ଟା କହୁଥିଲା ଲୋକ କହେଲେ କି କେନ ଶୁନଲେ ତାକର୍ ଛାତି ଚାରିଗୁନା ଅଧିକା ଫୁଲି ଯାଏସି…

ଆମ୍ବେଦକର୍ ଏକ ବିଚାରଧାରା

ଆମ୍ବେଦକର୍’ଜଣେ ଅଛୁଆଁ ବାଳକଠୁଜଣେ ଶିକ୍ଷିତ ବ୍ୟକ୍ତିଯାହାର ବିଚାର୍‌ ପରିଚିତସମଗ୍ର ବିଶ୍ୱ‌ସାରାଆମ୍ବେଦକର୍ ଏକ ବିଚାରଧାରା। ଆମ୍ବେଦକର୍’ଯାହାର ବିଚାର୍‌- ସମାନତାର ପଥକୁ ଆଗେଇଲାଅଛୁଆଁ ସ୍କୁଲରେ ପାଠ ପଢିକଲୋମ୍ବିଆ ବିଶ୍ବବିଦ୍ୟାଳୟକୁ ଗଲାଆମ୍ବେଦକର୍’ଯାହାର…

ଓଡ଼ିଶାର କୁଦୁଲା ଗ୍ରାମ ରେ ଆନ୍ତଃ-ଜାତୀୟ ଵିଵାହ ର ପ୍ରତିବାଦ ରେ ଏକ ନିର୍ଦ୍ଦୟ ସାମୁହିକ ବଲାତ୍କାର ।

ଭାରତୀୟ ସମାଜ ବ୍ୟବସ୍ଥାରେ ଧାର୍ମିକ ଅନୁମୋଦିତ ପ୍ରଥା, ମୂଲ୍ୟବୋଧ ଏବଂ ପିତୃସତ୍ତା ସହିତ ବଳାତ୍କାର ସ୍ୱାଭାବିକ ହୋଇଛି । ଜାତି ଭିତ୍ତିକ ହିଂସା ଏବଂ ଅତ୍ୟାଚାର ଦଳିତମାନଙ୍କ…

ବାସ୍ତବ ସ୍ଵାଧୀନତାର ପରିକଳ୍ପନା

ଆମେ ଭାରତବାସୀ ଆମ ଦେଶ ଭାରତ ବର୍ଷ ବିଶ୍ଵରେ ସର୍ବବୃହତ୍ତ ଓ ସର୍ବଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଜାତି,ଧର୍ମ,ବର୍ଣ୍ଣ,ଲିଙ୍ଗ,ଜନ୍ମସ୍ଥାନ,ଭାଷା,ବାସସ୍ଥାନ ଆଦି ନିର୍ବିଶେଷରେ ଆମେ ଦେଶର…

“ଗୋ” ରାଜନୀତି ।

ବିଗତ ଦିନରେ ଧର୍ମ ନିରପେକ୍ଷ ଭାରତ ବର୍ଷକୁ ହିନ୍ଦୁ ରାଷ୍ଟ୍ର କରିବା ନିମନ୍ତେ ଅନେକ ପ୍ରୟାସ କରାଯାଉଛି, ଏଥିପାଇଁ ଦେଶର ସମ୍ବିଧାନକୁ ଧିରେ ଧିରେ ପରିବର୍ତ୍ତନ କରିବା…

ଶୁଦ୍ର ଚେତନା ଏବଂ ଲୋକତାନ୍ତ୍ରିକ ଭାରତର ଭବିଷ୍ୟତ !

ବର୍ତମାନ ଦେଶର ବିଭିନ୍ନ ଶୁଦ୍ର ରାଜନୀତିକୁ ଦେଖି ଲେଖକମାନେ ସମାଲୋଚନା କରିଛନ୍ତି, ଦୁଇଟି ମୁଖ୍ୟ କାରଣରୁ। ପ୍ରଥମତଃ ସେମାନଙ୍କ ରାଜନୀତି ଗୋଟିଏ ରାଜ୍ୟରେ ସୀମିତ, ଯଦ୍ଦ୍ଵାରା ଶୁଦ୍ର…

ଶବ୍ଦର ଊର୍ଦ୍ଧରେ ତମେ ଜ୍ୟୋତିବା

କ୍ରାନ୍ତିଜ୍ୟୋତି ତମେ ଜ୍ୟୋତିବାରାଓଶବ୍ଦରେ ନାହିଁ ତୁମପରି ବୀରଶବ୍ଦରେ ନାହିଁ ତୁମପରି ଜ୍ଞାନୀଶବ୍ଦରେ ନାହିଁ ତୁମପରି କ୍ରାନ୍ତିକାରୀତୁମକୁ ପାଇ ମୁଁ କେତେ ଯେ ଆନନ୍ଦିତଶବ୍ଦରେ ହୁଏତ ବିସ୍ତାର କରି…

ଶ୍ରମଣ ସଂସ୍କୃତି ଓ ସମତାମୂଳକ ଭାରତୀୟ ସମାଜ ଗଠନରେ ଗୁରୁ ରବିଦାସଙ୍କ ଅତୁଳନୀୟ ଅବଦାନ

ଆମ ପବିତ୍ର ଦେଶ ଜମ୍ବୁଦ୍ୱୀପ-ଭାରତବର୍ଷ ହେଉଛି ସାମାଜିକ ନ୍ୟାୟ, ପ୍ରକୃତିବାଦୀ ଉପାସନା ମାନବତାବାଦୀ ଦର୍ଶନ ଓ ପ୍ରଜ୍ଞା କୁସୁମରେ ପ୍ରସ୍ଫୁଟିତ ମହାଶ୍ରମଣ ବିଶ୍ୱଗୁରୁ ବୁଦ୍ଧ, ବୋଧିସତ୍ତ୍ୱ ତଥା…

ଧର୍ମ ସଂଖ୍ୟା ଗରିଷ୍ଠତା ଦର୍ଶାଇବା ପାଇଁ ଆଦିବାସୀ ମାନଙ୍କୁ ହିନ୍ଦୁ କରାଯାଉନି ତ?

ଏବେ ଦେଶରେ ଧର୍ମକୁ ନେଇ ପ୍ରତିଦ୍ୱନ୍ଦୀତା ଚାଲିଥିବା ବେଳେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଭର୍ଚ୍ୟୁଆଲ ଯୋଗେ ହାୱାର୍ଡ଼-ଇଣ୍ଡିଆ କନଫ୍ରେନ୍ସ କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି ଆଦିବାସୀ…

ଅଧ୍ୟାୟ ୩ : କୋୟା ମେଳିର ବୀରାଙ୍ଗନା ବାଙ୍ଗର ଦେବୀ ଓ ସର୍ଦ୍ଦାର ଟମ୍ ଦୋରା

ଓଡିଶାର ଇତିହାସକୁ ଗଭୀର ଅଧ୍ୟୟନ କଲେ ଜାଣିହୁଏ ଯେ, ମୁକ୍ତି ସଂଗ୍ରାମର ପ୍ରଥମ ବୈପ୍ଲବିକ ସ୍ୱର ଶୁଭିଥିଲା ବଣ ପାହାଡ ଭିତରୁ । ସେହି ମୁକ୍ତି ସଂଗ୍ରାମର…

ଅଧ୍ୟାୟ ୨ : ଭୂୟାଁ ମେଳିର ସର୍ଦ୍ଦାର ରତନା ନାୟକ ଓ ମାଦ୍ରି କାଲୋ

ଉନବିଂଶ ଶତାବ୍ଦୀରେ ବିଦେଶୀ ଆର୍ଯ୍ୟ ଓ ଇଂରେଜମାନଙ୍କ ମିଳିତ ସାମ୍ରାଜ୍ୟବାଦୀ ଅତ୍ୟାଚାରୀ ଶାସନ ବିରୁଦ୍ଧରେ ସମଗ୍ର ଓଡିଶାର ମୂଳନିବାସୀ ଆଦିବାସୀମାନେ ମେଳି କରି ସଶସ୍ତ୍ର ସଂଗ୍ରାମ ଚଳାଇଥିଲେ…