Month: August 2019

ସାବଧାନରେ!

 ସେମାନେ ଆମ ରକ୍ତ ଶୋଷି ଚାଲିଲେ,ଆମେ ସହିଗଲେ।ଆମ ରକ୍ତରେ ସେମାନେ ଇତିହାସ ଲେଖିଲେତାଙ୍କ ସାମ୍ରାଜ୍ୟର ଇତିହାସ,ଆମେ ସହିଗଲେ।ସେଇ ଇତିହାସ ଭାଷାରେ ଆମର ପରିଚୟ ଲୁଟିଲେତାଙ୍କ କୂଳର ପରିଚୟ…

କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ

କେବେ ଦିନେ କ୍ରାନ୍ତିଜ୍ୟୋତି ଟେ ହୋଇଜନମି ଥିଲ ସେ ଅନ୍ଧାରୀ ସମାଜରେ।।କରେନା ବିଶ୍ବାସ ମୁଁ ଯେଭାଗ୍ୟ କି ଭଗବାନ ରେ..।।ତଥାପି କହିବିଭାଗ୍ୟବାନ ସେ ମାଳି ଦମ୍ପତିଯାହା ଗର୍ଭରୁ…