UPSC 2019 Topper

ଜୟପୁର ରାଜସ୍ଥାନ ର କନିଶକ କଟାରିୟା ହେଲେ ୨୦୧୯ ବର୍ଷ ର UPSC ଟପର I ସେ ଜଣେ ଅନୁସୂଚିତ ଜାତି ରୁ ଆସନ୍ତି I ବହୁଜନ ସମାଜ ପାଇଁ ଏହା ଗୋଟେ ଗର୍ବ ର କଥା; ଯେତେବେଳେ ସବର୍ଣ୍ଣ ବା ଉଚ୍ଚ ଜାତିର ଲୋକେ ସଂରକ୍ଷଣ ଓ ମେରିଟ ଉପରେ ପ୍ରଶ୍ନ କରୁଛନ୍ତି ଆଉ ସେତେବେଳେ କଟାରିୟା ଙ୍କ ପ୍ରଥମ ରାଙ୍କ ଆଣିବା ଆମ୍ବେଦକର ଆନ୍ଦୋଳନ କୁ ଆହୁରି ମଜବୁତ କରିଦେଉଅଛି I ଆପଣ ଜାଣିଥିବେ ଏହା ପୂର୍ବ ରୁ ଟିନା ଦାବି ୨୦୧୫ UPSC ରେ ପ୍ରଥମ ରାଙ୍କ ଆଣି ସମସ୍ତ ଜାତିବାଦୀ ଲୋକଙ୍କ ମୁହଁ କୁ ବନ୍ଦ କରିଦେଇଥିଲେ I କିନ୍ତୁ ଦେଖିବାର କଥା ଏହା ଯେ ଜାତିବାଦୀ ଲୋକେ କଣ କଟାରିୟା ଙ୍କୁ ମଧ୍ୟ ଜାତିବାଦୀ ର ଶିକାର କରିବେ ଯେମିତି ଟିନା ଦାବି ଙ୍କୁ କରିଥିଲେ ଆଉ ତାଙ୍କର ମେରିଟ କୁ ଦେଖିବେ ନାହିଁ I

କଟାରିୟା ହେଉଛନ୍ତି IIT Bombay ର ସ୍ନାତକ ଓ ୨୦୧୯ UPSC ରେ ସେ ଗଣିତ ବିଷୟରେ ଅପସନାଲ ରଖି ଏହି ଉପଲବ୍ଧି ପାଇଛନ୍ତି I