22 promises of Ambedkar

ଏହି ପ୍ରତିଜ୍ଞା ହେଉଛି, ସେ ସମସ୍ତଙ୍କ ପାଇଁ ଯେଉଁମାନେ

ଆମ୍ବେଦକର ଙ୍କୁ ଅନୁସରଣ କରି ଆସୁଅଛନ୍ତି I

୧ – ମୁ ବ୍ରହ୍ମା, ବିଷ୍ଣୁ, ଆଉ ମହେଶ ଙ୍କୁ ବିଶ୍ୱାସ ରଖିବି ନାହିଁ ବା ନାହିଁ ତାଙ୍କର ପୂଜା ପାଠ କରିବି I

୨ – ମୁ ରାମ ଆଉ କୃଷ୍ଣ, ଯାହାଙ୍କୁ ଭଗବାନଙ୍କ ଅବତାର ବୋଲି କୁହାଯାଏ, ମୁ କୋଣସି ଆସ୍ଥା ରଖିବି ନାହିଁ ବା ନାହିଁ ମୁ ସେମାନଙ୍କ ପୂଜା କରିବି I

୩ – ମୁ ଗୌରୀ, ଗଣପତି ଆଉ ହିନ୍ଦୁ ମାନଙ୍କ ଅନ୍ୟ ଦେବୀ ଦେବତା ଙ୍କୁ ନାହିଁ ମୁ କୋଣସି ଆସ୍ଥା ରଖିବି ବା ସେମାନଙ୍କ ପୂଜା କରିବି I

୪ – ମୁ ଭଗବାନଙ୍କ ଅବତାର କୁ ବିଶ୍ୱାସ କରେ ନାହିଁ I

୫ – ମୁ ଏହା ମାନେ ନାହିଁ ବା କେବେ ବି ମାନିବି ନାହିଁ  କି ବୁଦ୍ଧ ଜଣେ ବିଷ୍ଣୁ ର ଅବତାର ଥିଲେ ବୋଲି I ମୁ ଏହା କୁ ପାଗଳପନ ବା ମିଥ୍ୟା ପ୍ରଚାର-ପ୍ରସାର ହିସାବରେ ମାନେ I

୬ – ମୁ ଶ୍ରଦ୍ଧା (ଶ୍ରାଦ୍ଧ) ରେ ଭାଗ ନେବି ନାହିଁ ବା ନାହିଁ ପିଣ୍ଡ ଦାନ କରିବି I

୭ – ମୁ ବୁଦ୍ଧ ଙ୍କ ସିଦ୍ଧାନ୍ତ ଓ ଉପଦେଶ ର ଉଲ୍ଲଙ୍ଘନ କରୁଥିବା ଉପାୟରେ କାମ କରିବି ନାହିଁ I

୮ – ମୁ କୋଣସି ବି ରୀତି ରିଵାଜ଼ ବ୍ରାହ୍ମଣଙ୍କ ଦ୍ୟୁରା କରାଇବି ନାହିଁ I

୯ – ମୁ ମନୁଷ୍ୟ ର ସମାନତା ଉପରେ ବିଶ୍ୱାସ ରଖିବି I

୧୦ – ମୁ ସମାନତା ସ୍ଥାପନ କରିବାରେ ପ୍ରୟାସ କରିବି I

୧୧ – ମୁ ବୁଦ୍ଧଙ୍କ ‘noble eightfold path’ ର ଅନୁସରଣ କରିବି

୧୨ – ମୁ ବୁଦ୍ଧଙ୍କ ଦ୍ୟୁରା ନିର୍ଧାରିତ ପାରମିତା ର ପାଳନ କରିବି I

୧୩ – ମୁ ସମସ୍ତ ଜୀବିତ ପ୍ରାଣୀଙ୍କ ପ୍ରତି ଦୟା, ପ୍ରେମ, ଆଉ କରୁଣା ରଖିବି ବା ସେମାନଙ୍କୁ ରକ୍ଷ୍ୟା କରିବି I

୧୪ – ମୁ ଚୋରି କରିବି ନାହିଁ I

୧୫ – ମୁ ମିଛ କହିବି ନାହିଁ I

୧୬ – ମୁ କାମ ବାସନା ରେ ରହିବି ନାହିଁ I

୧୭ – ମୁ ମଦ, drugs, ଯେମିତି ମାଦକ ପଦାର୍ଥ ର ସେବନ କରିବି ନାହିଁ I

୧୮ – ମୁ ‘noble eightfold path’ ର ପାଳନ ର ପ୍ରୟାସ କରିବି, ଆଉ ସହାନୁଭୂତି ଏବଂ ପ୍ରେମ କରୁଣା କୁ ମୋର ଦୈନିକ ଜୀବନରେ ଅଭ୍ୟାସ କରିବି I

୧୯ – ମୁ ହିନ୍ଦୁ ଧର୍ମ ର ତ୍ୟାଗ କରୁଛି ଯାହା ମାନବତା ପାଇଁ ବହୁତ ଖରାପ ଓ ଉନ୍ନତି ବା ବିକାଶ ରେ ବାଧକ ଅଟେ, କାରଣ ଏହା ଅସମାନତା ଉପରେ ଆଧାରିତ ଅଟେ, ଏବଂ ସ୍ଵ-ଧମ୍ମ ହିସାବରେ ବୁଦ୍ଧ ଧମ୍ମ କୁ ଆପଣାଉଛି I

୨୦ – ମୁ ଦୃଢର ସହିତ କହୁଛି କି ବୁଦ୍ଧଙ୍କ ଧମ୍ମ ହିଁ ସତ୍ୟ ଅଟେ I

୨୧ – ମୁ ବିଶ୍ୱାସ କରେ କି, ମୁ ପୁନର୍ବାର ଜନ୍ମ ନେଉଅଛି I

୨୨ – ମୁ ଗମ୍ଭୀରତା ଆଉ ଦୃଢ଼ତା ସହିତ ଘୋଷଣା କରୁଛି କି, ଏହା ପରେ ନିଜ ଜୀବନ କୁ ବୁଦ୍ଧଙ୍କ ସିଦ୍ଧାନ୍ତ ଓ ଶିକ୍ଷଣ ଏବଂ ତାଙ୍କର ଧମ୍ମ ର ଅନୁସାରେ ମାର୍ଗଦର୍ଶନ କରିବି I

ଆମ ସମସ୍ତଙ୍କୁ ନିଜର ଆତ୍ମଚିନ୍ତନ କରିବାକୁ ପଡିବ ଜେ, କେତେ ଆମେ ସମସ୍ତେ; ଉପରେ ଥିବା ପ୍ରତିଜ୍ଞା କୁ ଅନୁସରଣ କରୁଅଛୁ ?

ଯଦି ଆମେ ଏହି ସବୁ ଅନୁସରଣ କରୁନାହୁଁ, ତାହେଲେ କଣ ଆମେ ଗର୍ବ ରେ କହିପାରିବା କି ଆମେ ଜଣେ ଆମ୍ବେଦକରବାଦୀ ବୋଲି !