Padmashree Kamala Pujhari

“କମଳା ପୁଝIରି” ଆଦିବାସିବହୁଜନ ସମାଜ (କୋରାପୁଟ ଓଡିଶା ) ର ବୈଜ୍ଞାନିକ ଦୃଷ୍ଟିକୋଣ ଙ୍କୁ ଆଲୋକିତ କରିଛନ୍ତି I
୧୦୦ ପ୍ରକାର ର ଧାନ ବିହନ ଙ୍କୁ ସଂଗୃହିତ କରି ଜେବିକ୍ ଚାଷ ଉନ୍ନତି ପାଇଁ କାଜ୍ୟରତ ବର୍ତମାନ ତାଙ୍କୁ ପଦ୍ମ ଶ୍ରୀ ରେ ସମ୍ମାନିତ କରାଯାଇଛି; ତା ସହିତ ପ୍ରଥମ ଆଦିବାସି ମହିଳା, ଜେ ରାଜ୍ୟ ଜୋଜନା ବିଭାଗ ର ସଦସ୍ୟ ଅଛନ୍ତି | ଆଦିବାସି ପାରମ୍ପରିକ ଚାଷ ପ୍ରଣାଳୀ ର ବ୍ୟବହାର କୁ ଜୟପୁର ର MS swaminathan research foundation ରେ କଜ୍ୟରତ । ସେ ଆଦିବାସି ସମାଜ ଲୋକମାନଙ୍କ ନେତୃତ୍ୱ ନେଉଛନ୍ତି I

ନିର୍ବେଦ ଓଡିଶା ତାଙ୍କର ଏହି ଉପଲବ୍ଧି ପାଇଁ ଶୁଭେଚ୍ଛା ଜଣାଉଅଛି I