ହେ ଭଗବାନ୍,ହେ ଈଶ୍ବର୍, ହେଆଲ୍ଲା,କେନ୍ନେ ଅଛ ରହି !!
କରୋନା ଭାଈରସ୍ ଏତ୍କି ମାରୁଛେ ନାହିଁ ପାରୁଛ ଦେଖି !!(୧)

ତୁମ୍କେ ,ମାନ୍କେ ମାଏନ୍ବ ବାର୍ କାଯେ ମନ୍ଦିର୍ ମସ୍ ଜିଦ୍ ବନାଲୁ !!
ଚର୍ଚ୍ଚ ବନେଇ କରି ପୂଜା, ପ୍ରାର୍ଥନା, ରାଏତ୍ ଦିନ ଆମେ କର୍ଲୁ !!(୨)

ଏତ୍କି ଆମର୍ ପୂଜା, ପାର୍ଥନା କାଏ ଲାଭ୍ ହେଉଛେ !!
କରୋନା ଭାଈରସ୍ ନାହିଁ ଛାଡ୍ ବାର୍ ଆମ୍କୁ ମାନ୍କୁ ମାରୁଛେ !!(3)

ତେତିଶ୍ କୋଟି ଦେବୀ ଦେବତା ଭାରତ୍ ଦେଶେ ଜନମ୍ !!
କରୋନା ଲାଗି ସବୁ ଦେବା ଦେବୀ ହୋଇ ଗଲେନ ପତନ୍ !!(୪)

ଜାତି, ଧରମ୍, ପୂଜା ପାର୍ଥନା ସବୁ ଛାଡ଼ରେ ଭାଇ !!
କରୋନା ଲାଗି ସବେ ଲଢୁ ହାତ୍ କେ ହାତ୍ ଯୁଡି !!(୫)

ଗ୍ୟାନ୍ ବିଞାନ୍ ରେ ଦେଉମନ୍ ଅନ୍ଧ ବିଶ୍ଵାସ୍
ଛାଡ଼ !!
ଅନ୍ଧବିଶ୍ୱାସ୍ କେ ନାହିଁ ଛାଡ୍ଲେ ନିଶ୍ଚେ ତୁମେ ମର୍ବ !!(୬)

ଥାଲି,ତାଲି ବଜାଲେ ଭାଇ କରୋନା ଭାଗେ ନାହିଁ !!
ମୂର୍ଖ ର ପରିଚୟ ନାହିଁ ଦିଅ ଥାଳି,ତାଳି ମାରି !!(୭)

ସଫାସୁତୁରା ହେଇ, ଆମେ ସଜାଗ୍ ହେଇ ରହୁ !!
ଯାହିଁ ଗଲେବି ହାତ୍ ,ଗୋଡ଼ ,ଧୁଇ ଘର୍ କେ ଆମେ ପଶୁ !!(୮)

ଏତ୍କି ଗୁହାରି କରୁଛେ ମୁଁ ହି ସବ୍କୁ ଭାଇ ମୋର !!
କରୋନା ରୁ ବଚ୍ ବାର୍ ଲାଗି ସବେ
ଚେଷ୍ଟା କର (୯)

ଏତ୍କି ଗୁହାରୀ ,ମୁଡିଆ,ମାରୁଛେ ସବ୍କେ ମୋର୍ ଭାଇ !!
କରୋନା ଏତ୍କି ଭୟାବହ ଯେ ଜାଣି ହେଉଛେ ନାହିଁ !!(୧୦)

ସାରାପ୍ରୂଥୀବି ରେ ହଙ୍ଗାମା କରୁଛେ କରୋନା ଭାଇରସ୍ ଆଜି !!
ଗ୍ୟାନ୍ ବିଞାନ୍ ରେ ସମାଧାନ୍ ଏକା ସଜାଗ୍ ରହୁ ଭାଇ!!(୧୧)

କବି: ଧିମାନ୍ ଧନମାଳି ଦୀପ