ଜ୍ଞାନର ପ୍ରତିକ ହେ ମହାମାନବ
ତୁମରି ଲେଖନୀ ଛିଣ୍ଡାଏ ଧମନୀ ଜଲାଏ ବିପ୍ଲବ ବହ୍ନି , ଦୁର୍ନୀତି, ଶୋଷଣ, ପାଖଣ୍ଡବାଦକୁ ବିନାଶ କରିବା ପାଇଁ । (୩)
A Media through the Oppressed of Odisha
ତୁମରି ଲେଖନୀ ଛିଣ୍ଡାଏ ଧମନୀ ଜଲାଏ ବିପ୍ଲବ ବହ୍ନି , ଦୁର୍ନୀତି, ଶୋଷଣ, ପାଖଣ୍ଡବାଦକୁ ବିନାଶ କରିବା ପାଇଁ । (୩)
ନିଜ ଦୃଢ଼ ଇଚ୍ଛାଶକ୍ତି ଆପ୍ରାଣ ଉଦ୍ୟମର ବଳେ, ଲଭିଲ କେତେ ଯେ ଡିଗ୍ରୀ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟେ । (୨)
ଭୀମାସ୍ତ୍ର ଚଲାଇ ସର୍ବେ ଅତ୍ତୋଦୀପ ହେବା ସୁଖ ଓ ଦୁଃଖ ରେ ହର୍ଷଉଲ୍ଲାସ ରେ ଜୟ ଜୟ ଭୀମ୍ କହିବା, ମୁକ୍ତିର ଏ ନାରା ଜୟ ଭୀମ୍…
"ବାବାସାହେବ କହିଥିଲେ, ମର୍ ପୂଜା କାର୍ବାର୍ ବଦ୍ଲା ମର ଅଧୁରା କାମ୍ କେ ପୁରା କର୍ବାକେ ପ୍ରୟାସ୍ କାର୍ବାର୍ ଉଚିତ୍। ସେଥିର୍ ଲାଗି ବହୁଜନ୍ ସମାଜ୍ ସଂଗଠିତ୍…
ଦଳିତ, ଶୋଷିତ, ପଛୁଆବରଗ ଦିନମଜୁରିଆ, କୁଳି ନାରୀ ଜାତିର ମହତ ରଖଲ ମନୁବାଦ ସାଙ୍ଗେ ଲଢ଼ି ।।